Twitter | Search | |
Sambad
Tweets from Sambad - the largest circulated Odia daily
13,178
Tweets
1
Following
21,712
Followers
Tweets
Sambad 2m
ବିଜେଡିର ଆଇଟି ଓ୍ଵିଙ୍ଗ୍‌: ଅମର ପଟ୍ଟନାୟକ ହେଲେ ଅଧ୍ୟକ୍ଷ, ଟିମ୍‌ରେ ୬ ଜଣ ସଦସ୍ୟଙ୍କୁ ନିଯୁକ୍ତି
Reply Retweet Like
Sambad 47m
ବାଲିଯାତ୍ରାକୁ ଆଉ ୭ଦିନ: ୪ ହଜାର ବର୍ଗଫୁଟରୁ ଅଧିକ ପ୍ଳଟ ନେଇଥିବା ବ୍ୟବସାୟୀଙ୍କୁ ଏଯାଏଁ ଜିଲ୍ଲାପାଳଙ୍କ ଅନୁମୋଦନ ମିଳି ନାହିଁ
Reply Retweet Like
Sambad 3h
ସାତକୋଶିଆରେ ମହାବୀରର ରହସ୍ୟମୟ ମୃତ୍ୟୁର ତଦନ୍ତ ପାଇଁ ଆସି ପହଞ୍ଚିଲେ ଏନଟିସିଏ ଓ ଡବ୍ଲ୍ୟୁ ଆଇଆଇ କର୍ତ୍ତୃପକ୍ଷ
Reply Retweet Like
Sambad 4h
ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଗୃହ ମୁଲତବୀ
Reply Retweet Like
Sambad 6h
ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ, ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
Reply Retweet Like
Sambad 6h
ପର୍ଜଙ୍ଗ: ପତ୍ନୀ ସାମ୍ନାରେ ସ୍ୱାମୀଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତାହାତୀ
Reply Retweet Like
Sambad 8h
ତାଳଗୁଡ଼କୁ ଜିଆଇ ଟ୍ୟାଗ୍ ଯୋଜନା
Reply Retweet Like
Sambad 8h
ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍! ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ ଏଲସା, ଅଭିଯୋଗ ଭିତ୍ତିହୀନ: ନିର୍ଦେଶକ ଦିଲ୍ଲୀପ ପଣ୍ଡା
Reply Retweet Like
Sambad 9h
ଦମ୍ପତିଙ୍କୁ ବାସନ୍ଦ କରି ଗାଁରୁ ତଡ଼ିଦେଲେ : ଗାଁକୁ ଫେରିଲେ ମୃତ୍ୟୁଦଣ୍ଡ ଚେତାବନୀ ବାପାମାଆ ବିରୋଧରେ ପୁଅ ନେଲା ନିଷ୍ପତ୍ତି
Reply Retweet Like
Sambad 9h
ଅସୁରକ୍ଷିତ ସୀତାବିଞ୍ଜର ପ୍ରାଚୀନ ଶିଳାଲିପି
Reply Retweet Like
Sambad 9h
ୱାଇଫାଇ କାମରେ ଲାଗୁନି, ମୋ ବସ୍‌ରେ ବି ଇଣ୍ଟରନେଟ୍ ସେବା ଉପଲବ୍ଧ ହେଉନଥିବା ଅଭିଯୋଗ
Reply Retweet Like
Sambad 20h
୨୦୧୯ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପାରନ୍ତି ଓଡ଼ିଶାର ଏହି ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଏଏସ୍‌
Reply Retweet Like
Sambad 20h
ମାତୃତ୍ୱ ଛୁଟି: ସ୍ଥିରୀକୃତ ୨୬ ସପ୍ତାହ ମଧ୍ୟରୁ ୭ ସପ୍ତାହ ଛୁଟି ପାଇଁ ମିଳିବ ଦରମା
Reply Retweet Like
Sambad 21h
ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଖି ଆଗକୁ ବଢିପାରିଲେନି ରାଜ୍ୟପାଳ ଗଣେଶୀ ଲାଲ
Reply Retweet Like
Sambad 22h
ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି: ବିଧାନସଭାରେ ଉଠିବ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି
Reply Retweet Like
Sambad 22h
ରାଜ୍ୟ ସରକାର ଘୋଷଣା କଲେ ମରୁଡି ପାଇଁ ପ୍ୟାକେଜ୍‌
Reply Retweet Like
Sambad 23h
ସିଲେଇ ତାଲିମ କେନ୍ଦ୍ରରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଗିରଫ
Reply Retweet Like
Sambad 24h
କାର୍ଡ ସ୍ୱାଇପ୍‌ କଲେ ଏଣିକି ଏଟିଏମ୍‌ରୁ ପାଇ ପାରିବେ ଶୁଦ୍ଧ ଗାଈକ୍ଷୀର
Reply Retweet Like
Sambad 24h
ମାଲକାନଗିରି: ଠିକାଦାରଙ୍କୁ ଅପହରଣ ପରେ ଗଳା କାଟି ହତ୍ୟା କଲେ ମାଓବାଦୀ
Reply Retweet Like
Sambad Nov 15
କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟଭରା ପଥର କଢ଼ାଯିବା ନେଇ ଏଏସ୍‌ଆଇ ଉପରେ ବର୍ଷିଲେ ବିଜୟ ମହାପାତ୍ର ଓ ନରସିଂହ ମିଶ୍ର
Reply Retweet Like