![]() |
Sambad (ସମ୍ବାଦ)
@
sambad_odisha
Odisha
|
Tweets from Sambad - the largest circulated Odia Daily.
|
33,737
Tweets
|
153
Following
|
37,815
Followers
|
Tweets |
![]() |
Sambad (ସମ୍ବାଦ)
@sambad_odisha
|
5h |
‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ:୨୦୨୦’ ପ୍ରଦାନ କରାଯିବ। ଆଗ୍ରହୀ ଶିଳ୍ପସଂସ୍ଥା sambadawards.com କୁ ଯାଇ ନିଜର ମନୋନୟନ ପତ୍ର ଦାଖଲ କରି ପାରିବେ। ଆବେଦନର ଶଷେ ତାରିଖ ୬ ଜାନୁଆରି, ୨୦୨୦।
#Sambad #Odisha pic.twitter.com/x3bRG1Ei67
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
6h |
#୧୦_ଟଙ୍କା_ଦେଇ_ଦୁଷ୍କର୍ମ_ଅଭିଯୋଗ_ଅଜା_ଗିରଫ
୭ ବର୍ଷର ନାବାଳିକାକୁ ୧୦ ଟଙ୍କା ଦେଇ ଦୁଷ୍କର୍ମ ଅଭିଯୋଗ, ସଂପର୍କିୟ ଅଜା ଗିରଫ
sambad.in/crime/rape-in-…
#sambad #odisha #rapeinbhubaneswar pic.twitter.com/hkOoOrJW9W
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
7h |
#ଦଶମ_ଶ୍ରେଣୀ_ସ୍କୁଲ_ଛାତ୍ରୀ_ଗର୍ଭବତୀ
ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଦ୍ଵାରସ୍ଥ ହେଲେ ଜିଲ୍ଲା ମଙ୍ଗଳ ଅଧିକାରୀ
sambad.in/district/tenth…
#odisha #sambad #ashramstudent pic.twitter.com/jI7WVbO27x
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
8h |
#ଥାନାରେ_ନିଶା_ବଟିକା_ଖାଇଦେଲେ_ଯୁବତୀ
ଏତଲା ଗ୍ରହଣ କରିବାରେ ବିଳମ୍ବ ହେବାରୁ ଥାନାରେ ଶନିବାର ଜଣେ ଯୁବତୀ ନିଶା ବଟିକା ଖାଇ ଦେଇଛନ୍ତି। ଏକାଥରକେ ୫ଟି ନିଶା ବଟିକା ଖାଇଦେବା ପରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
sambad.in/district/lady-…
#Kuchinda #Odisha #Sambad pic.twitter.com/gpfarvsxyw
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
9h |
#ଦୁଷ୍କର୍ମର_ରାଜଧାନୀ_ଭାରତ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇ ଭାରତକୁ ପୃଥିବୀର ଦୁଷ୍କର୍ମ ରାଜଧାନୀ ବୋଲି ଅଭିହିତ କରିଛନ୍ତି । ଏବେ ଅନ୍ୟ ଦେଶର ଲୋକେ ପଚାରୁଛନ୍ତି- କାହିଁକି ଭାରତ ନିଜ ଝିଅବୋହୂଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ?
sambad.in/india-and-beyo…
#RahulGandhi #Sambad pic.twitter.com/ZA1jOHvzOg
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
9h |
#ଭୋଡାଫୋନ୍_ଆଇଡିଆ_ଗ୍ରାହକଙ୍କ_ପାଇଁ_ଖୁସି_ଖବର
ନୂଆଦିଲ୍ଲୀ: ଭୋଡାଫୋନ୍ ଏବଂ ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଯେକୌଣସି ନେଟୱାର୍କକୁ ଗ୍ରାହକମାନେ ମାଗଣାରେ ଫୋନ କରି ପାରିବେ।
sambad.in/business/vodaf… pic.twitter.com/PVUvgA3v9c
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
9h |
#ସେନାର_ଚେତାବନୀ
ସାଇବର ଅପରାଧିଙ୍କ ଟାର୍ଗେଟରେ ଏବେ ଭାରତୀୟ ସେନା | ଶୁକ୍ରବାର ରାତିରେ ଭାରତୀୟ ସେନା ଉପରେ ସାଇବର ଅପରାଧୀମାନେ ଆକ୍ରମଣ କରିଛନ୍ତି | ଏହା ପରେ ତିନି ସେନା( ସ୍ଥଳ ସେନା, ନୌସେନା ଓ ବାୟୁସେନା) ଏହାର କର୍ମଚାରୀ ଓ ଅଧିକାରୀଙ୍କୁ ଚେତାବନୀ ଦେଇଛି
sambad.in/india-and-beyo…
#CyberSecurity #IndianArmy #Sambad pic.twitter.com/VZYVQUzqjL
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
10h |
#ଭଦ୍ରକ_ଜିଲ୍ଲା_ସ୍କୁଲରେ_ଛାତ୍ର_ଆନ୍ଦୋଳନ
ଭଦ୍ରକ ଜିଲ୍ଲାସ୍କୁଲରେ ଏକ କାଳୀନ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପ୍ରତିବାଦରେ ଶନିବାର ସ୍କୁଲ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଆମ ସାରଙ୍କୁ ଆମ ସ୍କୁଲକୁ ଫେରାଇ ଆଣ ନାରା ଦେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।
#Bhadrak #Sambad pic.twitter.com/hc4f6gRWGq
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
10h |
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
10h |
ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶନିବାର ରାତି ୭ଟା ୧୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। twitter.com/sambad_odisha/…
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
10h |
#ଭୁବନେଶ୍ୱରରେ_ପହଂଚିଲେ_ରାଷ୍ଟ୍ରପତି
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଂଚିଛନ୍ତି।
#Sambad #Odisha #Bhubaneswar pic.twitter.com/RO7WdFeZjN
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
10h |
#ମହିଳାଙ୍କୁ_ଏପରି_କହିଲା_ୟୁୁପି_ପୁଲିସ୍
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି ପୁଣି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହେବା ପରେ ସେ ପୁଲିସ୍ରେ ଅଭିଯୋଗ ଆଣିଥିଲେ। ମାତ୍ର ପୁଲିସ୍ ତାଙ୍କ ଅଭିଯୋଗ ଗ୍ରହଣ କରିବାକୁ ମନା କରିଦେଇଛି।
sambad.in/india-and-beyo…
#UttarPradesh pic.twitter.com/1jZ1HCrQyJ
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
10h |
#ନାବାଳିକାକୁ_ଦୁଷ୍କର୍ମ_ଅଭିଯୋଗରେ_ଜଣେ_ଗିରଫ
ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ତାରାସିଂ ଥାନା ଅଂଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲିସ ତାରଣ ଗାଁର ସୁଜନ ମଣ୍ଡଳକୁ ଗିରଫ କରିଛି। ପୂର୍ବରୁ ସୁଜନ ବିରୋଧରେ ଥାନାରେ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
#Mayurbhanj #Sambad pic.twitter.com/7PQ0oSlX4F
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
11h |
#କୋହଲିଙ୍କ_ବ୍ୟାଟିଂ_ଦେଖି_ଖୁସିରେ_ଏଭଳି_ଲେଖିଲେ_ବିଗ_ବି
ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ ଟୁଇଟ କରିଛନ୍ତି ଅମିତାଭ ବଚ୍ଚନ । ତେବେ ବିଗ ବିଙ୍କ ଏହି ଟୁଇଟ ଭାଇରାଲ ହେଉଛି । ବିରାଟ ମଧ୍ୟ ଏହାର ଜବାବ ରଖିଛନ୍ତି।
#AmitabhBachchan #ViratKohli #Sambad pic.twitter.com/fJ2Tvk7oyp
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
11h |
#ଅଞ୍ଜଳିଙ୍କ_ପ୍ରଶଂସନୀୟ_ପ୍ରଦର୍ଶନ
ନୂଆଦିଲ୍ଲୀ: ମହିଳା କ୍ରିକେଟ୍ରେ ନେପାଳର ଝିଅ ଅଞ୍ଜଳି ଚାନ୍ଦ ପ୍ରଶସଂସନୀୟ ପ୍ରଦର୍ଶନ କରିଛନ୍ତି। ସେ ୨ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ରେ ମାତ୍ର ୧ ରନ୍ ଦେଇ ୧୦ଟି ଓ୍ଵିକେଟ୍ ନେଇଛନ୍ତି।
sambad.in/sports/south-a…
#AnjaliChand #Nepal #Sambad #Cricket pic.twitter.com/8qCwCXyCW4
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
12h |
#Breaking ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଜବରଦଖଲ ଉଚ୍ଛେଦକୁ ବିରୋଧ। ବ୍ୟବସାୟିକ ସଂଘ ପକ୍ଷରୁ ଟାୟାର ଜାଳି ରାସ୍ତା ରୋକ।
#Bhubaneswar #Odisha #Sambad pic.twitter.com/H9QH2hHAz6
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
12h |
#ପୁଣି_ଏକ_ଲଜ୍ଜା
ସ୍କୁଲରୁ ଘରକୁ ଫେରୁଥିବା ବେଳେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ, ଜଣକ ପରେ ଜଣେ କଲେ ଗଣଦୁଷ୍କର୍ମ
sambad.in/india-and-beyo…
#GangRape #Teacher #Sambad #ସମ୍ବାଦ pic.twitter.com/J9BPRANi50
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
12h |
#ଉନ୍ନାଓ_ପୀଡ଼ିତାଙ୍କ_ଶେଷ_କଥା
ନୂଆଦିଲ୍ଳୀ: ଗତକାଲି ହାଇଦ୍ରାବାଦ୍ର ୪ ଅଭିଯୁକ୍ତଙ୍କ ଏନ୍କାଉଣ୍ଟର୍ ଦେଶବାସୀଙ୍କ ଭିତରେ ଅନନ୍ଦର ଲହରୀ ଖେଳାଇଥିବା ବେଳେ ରାତି ପ୍ରାୟ୧୧.୪୦ ବେଳେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଶୋକର ବାତାବରଣ ସୃଷ୍ଟି କରିଛି।
sambad.in/india-and-beyo…
#UnnaoCase #UnnaoHorror #Unnao #Sambad pic.twitter.com/NimRmm1uOC
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
12h |
#ପ୍ରତିହିଂସା_ନ୍ୟାୟ_ନୁହେଁ
‘ନ୍ୟାୟ କେବେ ବି ପ୍ରତିହିଂସା ନୁହେଁ। ଯେତେବେଳେ ନ୍ୟାୟ ପ୍ରତିହିଂସାର ରୂପ ନିଏ ସେତେବେଳେ ତାହା ନିଜର ବୈଶିଷ୍ଟ୍ୟ ହରାଇବସେ।’ ଶନିବାର ଏଭଳି ମନ୍ତବ୍ୟ ଦେଇଛନ୍ତି ଦେଶର ମୁଖ୍ୟବିଚାରପତି ଜଷ୍ଟିସ ଶରତ ଅରବିନ୍ଦ ବୋବ୍ଡେ।
sambad.in/india-and-beyo…
#JusticeBobde #HyderabadEncounter #Sambad pic.twitter.com/aS5n14bAcD
|
||
![]() ![]() ![]() |
![]() |
Sambad (ସମ୍ବାଦ)
@sambad_odisha
|
12h |
#ଟ୍ରେନ୍ରୁ_ଖସିପଡ଼ି_ଜଣେ_ମୃତ
ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜିରୁ ତୁରେକେଲା ଯାଉଥିବା ରେଳ ଲାଇନ ଦାର୍ବି ଗାଁ ( ୧୬୫/୧୨) ରେଳ ଖୁଣ୍ଟ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କଂଟାବାଞ୍ଜି ଥାନା ଦାର୍ବି ଗାଁର ବିଶ୍ୱନାଥ ହାତି (୩୨)। ବିଶ୍ୱନାଥ ଟ୍ରେନ୍ରୁ ପଡି ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । pic.twitter.com/qoN13orgao
|
||
![]() ![]() ![]() |