Twitter | Search | |
ଓଡ଼ିଆ ଜଗତ
ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର , ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ। ମୁଁ ଗାଁଠାରୁ ସହରରେ ରହୁଥିବା ସମସ୍ତ ଓଡ଼ିଆଙ୍କ ଖବର ରଖେ। 🙏
120,169
Tweets
699
Following
2,768
Followers
Tweets
ଓଡ଼ିଆ ଜଗତ retweeted
DEBASIS SARANGI Dec 15
ମା ଭଗବତୀଙ୍କ ମନ୍ଦିର, ଜଗନ୍ନାଥ ମନ୍ଦିର ପରିସର, ଜୟପୁର
Reply Retweet Like
ଓଡ଼ିଆ ଜଗତ retweeted
susrita samantaray 10h
010 GHANTA TARKARI (ଘାଣ୍ଟ ତରକାରୀ) Authentic dish, commonly prepard in households as it is healthy & delicious. Various typs of Ghanta r there (veg & non-veg), bt as it is , so did w/o n garlic.
Reply Retweet Like
ଓଡ଼ିଆ ଜଗତ 13h
Replying to @odiajagat
ଏହି ଏକ ମାସରେ ମା ଯଶୋଦା ଶ୍ରୀଜଗନ୍ନାଥ ଙ୍କ ପାଇଁ ରାନ୍ଧି ଥାଆନ୍ତି। ବଡିସକାଳୁ ନାନା ପ୍ରକାର ପିଠାପଣା ତିଆରି କରି ଜଗାକୁ ଖୁଆନ୍ତି। ଏହାକୁ ପହିଲି ଭୋଗ କୁହାଯାଏ। ଜୟ ଜଗନ୍ନାଥ 🙏 ।
Reply Retweet Like
ଓଡ଼ିଆ ଜଗତ 13h
Replying to @odiajagat
କୁହାଯାଏ ଏଇ ସମୟରେ(ପାଞ୍ଜି ଅନୁସାରେ ପୌଷ ମାସ) ଝିଅମାନେ ବାପଘରକୁ ଗଲେ ଧନସମ୍ପତ୍ତି ତଥା ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପୌଷ ମାସରେ ବୋହୁ ନିଜର ବାପଘରକୁ ଯିବାର ଚଳନୀ ଓଡିଆ ଘର ମାନଙ୍କର ରହିଛି।ତେଣୁ ମା'ବ୍ୟଗ୍ର ହୋଇ ନିଜ ପୁଅଝିଅକୁ ଶୀତ ରେ ସକାଳଠାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲିଭୋଗ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ।
Reply Retweet Like
ଓଡ଼ିଆ ଜଗତ 13h
Replying to @odiajagat
ପୁଣି ଜନଶ୍ରୁତି ଅନୁଯାୟୀ ମା'ଲଷ୍ମୀ ଏହି କେତେଦିନ ନିଜ ସ୍ଥାନରୁ ଅନ୍ତର ଥାଆନ୍ତି । ଲୋକ ବିଶ୍ୱାସରେ ମା'ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି । ମା' ଲକ୍ଷ୍ମୀ ଆଜି ଧନୁ ମୁଆଁ ଭାର ନେଇ ତାଙ୍କ ବାପାଙ୍କ ଘରକୁ ଯାଆନ୍ତି ଆଉ ମକର ସଂକ୍ରାନ୍ତି ଦିନ ଫେରି ନୂଆ ଚାଉଳର ମକର କରି ଭୋଗ ଲାଗି କରନ୍ତି ଠାକୁର ମାନଙ୍କ ପାଇଁ ।
Reply Retweet Like
ଓଡ଼ିଆ ଜଗତ 13h
ପବିତ୍ର ଧନୁ ସଂକ୍ରାନ୍ତି ଓ ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ର ଶୁଭେଚ୍ଛା ଓ ଅଭିନନ୍ଦନ। ଧନୁ ମୁଆଁ ହେଉଛି ଖାଣ୍ଟି ଓଡ଼ିଆ ପର୍ବ ର ପ୍ରତୀକ । ପୌରାଣିକ ଭିତ୍ତିଭୂମି ଅନୁଯାୟୀ ଦ୍ୱାପର ଯୁଗରେ ଯଶୋଦାଙ୍କର ପୁତ୍ର ବାତ୍ସଲ୍ୟର ପ୍ରମାଣ ସ୍ୱରୂପ ରୁକ୍ମଣୀ(ଲଷ୍ମୀ)ଙ୍କର ପିତୃ ଗୃହ ଗମନ ହେତୁ ପହିଲିଭୋଗ ର ସୃଷ୍ଟି ହୋଇଛି।
Reply Retweet Like
ଓଡ଼ିଆ ଜଗତ 13h
Replying to @odiajagat
It is Krishna Paksha Chaturthi tithi or the fourth day during the waning or dark phase of moon till 6:52 AM on December 16. Then onward it is Krishna Paksha Panchami tithi or the fifth day during the waning or dark phase of moon till 4:55 AM on December 17.
Reply Retweet Like
ଓଡ଼ିଆ ଜଗତ 13h
Tithi in Panchang –Hindu Calendar on Monday, 16 December 2019 –Krishna Paksha Chaturthi and Panchami tithi or the fourth and fifth day during the waning or dark phase of moon in Hindu calendar and Panchang in most regions. Source:- Jay Jay Shri Jagannath Fb page
Reply Retweet Like
ଓଡ଼ିଆ ଜଗତ 23h
My week on Twitter 🎉: 50 Mentions, 8.24K Mention Reach, 1.17K Likes, 159 Retweets, 39 New Followers. See yours with
Reply Retweet Like
ଓଡ଼ିଆ ଜଗତ retweeted
Arun Bothra Dec 14
Tent City comes to . Stayed in Tent City at Kewadia once. An amazing experience. However a serene beach makes Konark simply mesmerizing. Kudos to my batchmate for converting a dream into reality. There can't be a better time to visit Odisha 😊
Reply Retweet Like
ଓଡ଼ିଆ ଜଗତ retweeted
Bhrugu Baxipatra Dec 14
A big shout out to & for giving a platform to Odia Tweeple through their Odia Culture/Heritage & Twitter Literature edition. Truly, Voice of Social Media - First of its kind & should continue.
Reply Retweet Like
ଓଡ଼ିଆ ଜଗତ Dec 14
Replying to @BhruguBJP @OdiaCulture
ଧନ୍ୟବାଦ ସାର ! ଆମେ ଓଡିଆ ଭାବେ ଗର୍ବିତ ଆମର ଭାଷା , ଓଷା , ପର୍ବପର୍ବାଣୀ ,ଐତିହ୍ୟ ଓ ପରମ୍ପରା ପାଇଁ । ସେସବୁକୁ ପ୍ରତ୍ୟେକଟି ଓଡ଼ିଆ ପାଖରେ ପହଞ୍ଚିବା ପାଇଁ ଆମର ଏ ଛୋଟିଆ ପ୍ରୟାସ। 🙏🙏🙏 ଜୟ ଜଗନ୍ନାଥ ।
Reply Retweet Like
ଓଡ଼ିଆ ଜଗତ retweeted
Bhrugu Baxipatra Dec 14
You may follow these two Twitter Handles to get regular updates on Odia Art, Culture & Tradition. 👉 👉
Reply Retweet Like
ଓଡ଼ିଆ ଜଗତ retweeted
Baijayant Panda Odia Dec 14
ମହାନ ସ୍ଵାଧୀନତା ସଂଗ୍ରାମୀ, ସ୍ଵାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ପ୍ରଣାମ ଏବଂ ଶ୍ରଦ୍ଧାଞ୍ଜଳି। ଦେଶରେ ଏକତା ବଜାୟ ରଖିବା ଲାଗି ତାଙ୍କର ଯୋଗଦାନ ଚିରସ୍ମରଣୀୟ ଓ ଆମକୁ ସର୍ବଦା ପ୍ରେରଣା ଦେଉଥିବ।🙏🙏
Reply Retweet Like
ଓଡ଼ିଆ ଜଗତ Dec 14
Our biggest fans this week: BBSRBuzz, OdiaCulture, tapasr10. Thank you! via
Reply Retweet Like
ଓଡ଼ିଆ ଜଗତ retweeted
Satyabrata Dec 14
ଶ୍ରୀ ମନ୍ଦିର ଯାଇ ଶ୍ରୀ ଜଗନ୍ନାଥଙ୍କୁ ମାଗିବି କି ଅବା ଆଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।ତୁମ ମୁଲ୍ୟବାନ ସମୟ ରୁ ଯଦି ସମୟ ମିଳେ ମୋ ପାଇଁ ଏ ଭଜନ ଟା ଗାଇବେ ।ମୋ ତରଫରୁ ଛୋଟ ଏକ ଅନୁରୋଧ ରହିଲା।ଭଜନ ଟା ଶୁଣି ସାରି ତୁମ କଣ୍ଠରୁ ଶୁଣିବାକୁ ଇଛା ହେଲା। ଅପେକ୍ଷା ରେ ରହିଲି।
Reply Retweet Like
ଓଡ଼ିଆ ଜଗତ Dec 14
Replying to @odiajagat
It is Krishna Paksha Tritiya tithi or the third day during the waning or dark phase of moon till 8:29 AM on December 15. Then onward it is Krishna Paksha Chaturthi tithi or the fourth day during the waning or dark phase of moon till 6:52 AM on December 16
Reply Retweet Like
ଓଡ଼ିଆ ଜଗତ Dec 14
Tithi in Panchang – Hindu Calendar on Sunday, 15 December 2019 – Krishna Paksha Tritiya tithi or the third day during the waning or dark phase of moon in Hindu calendar and Panchang in most regions. Source:- Jay Jay Shri Jagannath Facebook page
Reply Retweet Like
ଓଡ଼ିଆ ଜଗତ Dec 14
Replying to @odiajagat
ସଂଗ୍ରାମେ ଅଶ୍ୱଧୂଳି କାୟେ । ଶିର ବଦନ ଧୂମ୍ର ପ୍ରାୟେ ॥ ୯୭ ବିରାଜେ ସ୍ୱେଦ କଣା ଅଙ୍ଗେ । ବିବିଧ ଅଳଙ୍କାର ରଙ୍ଗେ ॥ ୯୮ ମୋହର ତୀକ୍ଷ୍ଣ ବାଣପନ୍ତି । ଯାର କବଚେ ଝଲକନ୍ତି ॥ ୯୯ ସେ ରୂପେ ପଶୁ ମୋର ପ୍ରାଣ । ଏ ଭବଜଳୁ ପରିତ୍ରାଣ ॥ ୧୦୦
Reply Retweet Like
ଓଡ଼ିଆ ଜଗତ Dec 14
Replying to @odiajagat
ତମାଳପତ୍ର ପ୍ରାୟେ ବର୍ଣ୍ଣ । ଯେ ରୂପେ ମୋହେ ତ୍ରିଭୁବନ ॥ ୯୩ ପୀତବସନ କଟୀ ଶୋହେ । ପ୍ରକାଶେ ରବିରଶ୍ମି ପ୍ରାୟେ ॥ ୯୪ ଅଳକା ଆବୃତ କପୋଳ । ବିରାଜେ ବଦନ କମଳ ॥ ୯୫ ଅର୍ଜୁନ ସଖା ପାଦତଳେ । ମୋ ଚିତ୍ତ ରହୁ ସୁନିଶ୍ଚଳେ ॥ ୯୬
Reply Retweet Like