Twitter | Search | |
Search Refresh
SOHINI MISHRA-SINGER 14h
Its time to come At Sunday 10a.m. only on
Reply Retweet Like
MBC TV ODISHA Jun 17
Watch Our Panel Expert Discussion on Views Till Noon today at 12:00 Noon || MBCTv
Reply Retweet Like
MBC TV ODISHA Jun 18
: extends summer vacation of government schools till June 25 in view of the prevailing heat wave: informs School and Mass Education department secretary, Pradipta Mohapatra.
Reply Retweet Like
MBC TV ODISHA Jun 15
Watch Hello Doctor this Sunday with Dr Jayshree Swain at 12:00 Noon.
Reply Retweet Like
MBC TV ODISHA Jun 11
Watch Our Panel Special discussion on Rath Jatra Coverage rights today at 12 Noon.
Reply Retweet Like
MBC TV ODISHA 16h
୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ; ଅପରାହ୍ନ ସାଢ଼େ ୩ଟାରେ ପ୍ରକାଶ ପାଇବ ଫଳ,ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା
Reply Retweet Like
MBC TV ODISHA 18h
ଭୁବନେଶ୍ବରରେ ଦୁଇ ଦିନିଆ CDMO ସମ୍ମିଳନୀ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ;ରାଜ୍ୟରେ ଡାକ୍ତର ସମସ୍ୟା ସମାଧାନ ପାଇଁ ଭିନ୍ନ ଭିନ୍ନ କମିଟି ହେବ,ସମସ୍ତଙ୍କୁ ମାଗଣା ଚିକିତ୍ସା ଆମର ଲକ୍ଷ୍ୟ, ମେଡିକାଲ କଲେଜ ସମ୍ପର୍କରେ ଆଲୋଚନା କରାଯିବ
Reply Retweet Like
MBC TV ODISHA 19h
ସହଜରେ ମିଳିବ ଡିଏଲ; ଭାରୀଯାନ ଚଳାଇବା ଲାଗି ଏଣିକି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ପଡିବନି,ଏନେଇ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
Reply Retweet Like
MBC TV ODISHA 19h
ନୂଆ ବାଚସ୍ପତି ଓମ ବିର୍ଲା; ଲୋକସଭାର ନୂଆ ବାଚସ୍ପତି ହେଲେ ଓମ ବିର୍ଲା, ରାଜସ୍ଥାନ କୋଟରୁ ବିଜେପି ସାଂସଦ ଅଛନ୍ତି ଓମ ବିର୍ଲା
Reply Retweet Like
MBC TV ODISHA 22h
ଫୁଲବାଣୀ ଫିରିଙ୍ଗିଆ ଥାନା ଗେରୁପଡା ଗାଁରେ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ; ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୩ ଗୁରୁତର ୧ ମୃତ,ଆସବାବପତ୍ର ପୋଡି ନଷ୍ଟ
Reply Retweet Like
MBC TV ODISHA Jun 17
ସ୍ନାନ ପରେ ଅସୁସ୍ଥ ହୋଇ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ;ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି,ଆଜିଠାରୁ ଅଣସର ଘରେ ୧୫ ଦିନ ଚାଲିବ ଗୁପ୍ତ ସେବା, ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା
Reply Retweet Like
MBC TV ODISHA Jun 17
ବାଲେଶ୍ୱର:ଦହପଡ଼ା ଛକ ନିକଟରୁ ୧ କେଜି ବ୍ରାଉନ୍‌ସୁଗାର ଜବତ,୪ ଜଣଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ,ଜବତ ବ୍ରାଉନ୍‌ସୁଗାର ର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ
Reply Retweet Like
MBC TV ODISHA Jun 17
ନୀଳଗିରି:ଝାଡ଼ଖଣ୍ଡୀ ହାତୀପଲର ଉପଦ୍ରବ,ଜାମୁଡିହା ପଞ୍ଚାୟତର ସାତରାଣ୍ଡି ଓ ପୁରୁଲିଆ ଗାଁରେ ଘରଦ୍ୱାର ଭାଙ୍ଗିଲେ ହାତୀପଲ, ହାତୀ ଆକ୍ରମଣରେ ବୃଦ୍ଧ ଚୈତନ୍ୟ ମାଝୀ ଗୁରୁତର
Reply Retweet Like
MBC TV ODISHA Jun 17
ଗଜପତି ଦିବ୍ୟସିଂହ ଦେବଙ୍କ ବିଜେ
Reply Retweet Like
MBC TV ODISHA Jun 17
ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ନୂଆକୋଟ ଗାଁରେ ବଜ୍ରପାତ,ବଜ୍ରାଘାତରେ ସୋମନାଥ ଗୌଡ଼ଙ୍କ ପୁଅ ଖିରସିନ୍ଧୁ ଗୌଡ଼ ମୃତ
Reply Retweet Like
MBC TV ODISHA Jun 17
ଭୁବନେଶ୍ୱରରେ ୪ ଦିନିଆ ସାଇବର କ୍ରାଇମ କର୍ମଶାଳା; ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା,ଭୁବନେଶ୍ୱର,ବାଲେଶ୍ୱର ଓ କୋରାପୁଟରେ ହେବ ଥାନା,ନୂଆ ସାଇବର ଥାନା ସମ୍ପର୍କରେ ପୋଲିସ ଡ଼ିଜିଙ୍କ ସୂଚନା
Reply Retweet Like
MBC TV ODISHA Jun 17
୧୦୮ ଗରା ସୁବାଷିତ ଜଳରେ ମହାସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି,ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
Reply Retweet Like
MBC TV ODISHA Jun 17
ଅନୁଗୁଳ ତାଳଚେର ଗୋଡ଼ିବନ୍ଧରେ ଇଟାଭାଟିରେ ଅଘଟଣ; ମାଟିତଳେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ
Reply Retweet Like
MBC TV ODISHA Jun 16
ଆଜି ଦେବସ୍ନାନ ପୂର୍ଣ୍ଣିମା,ଆଉ କିଛି ସମୟ ପରେ ସ୍ନାନ କରିବେ ମହାପ୍ରଭୁ, ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତିଙ୍କ ଦର୍ଶନ କରୁଛନ୍ତି ଭକ୍ତ
Reply Retweet Like
MBC TV ODISHA Jun 16
ଆଜି ଦେବସ୍ନାନ ପୂର୍ଣ୍ଣିମା,ସ୍ନାନବେଦିରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
Reply Retweet Like