News18 Odia May 20
ଝାରସୁଗୁଡ଼ା କୁଅଁରମାଲ ନିକଟରେ ୫ଟି ବଗି ଛାଡ଼ି ଚାଲିଗଲା କୋଇଲା ବୋଝେଇ ଟ୍ରେନ, କିଛି ଦୂର ଯିବା ପରେ ପଛକୁ ଫେରାଇ ବଗି ସଂଯୋଗ କରାଗଲା, ବ୍ରଜରାଜନଗରରୁ ପଶ୍ଚିମବଙ୍ଗର କୋଲାଘାଟ ଯାଉଥିଲା ଟ୍ରେନ୍‌