Twitter | Search | |
Naveen Patnaik
Chief Minister of Odisha; President, Biju Janata Dal.
6,842
Tweets
21
Following
2,593,063
Followers
Tweets
Naveen Patnaik 8h
Congratulations to Indian Women Team on their win over host Japan in Olympic Test Event final. With a splendid performance, remaining unbeaten throughout the tournament, I wish the team all the best for future events.
Reply Retweet Like
Naveen Patnaik 10h
Congratulations to Deepak Kumar Karan on winning Young Scientist Award from the International Union of Geodesy & Geophysics. Coming from a humble background he achieved this success with his sheer grit. The first Indian to bag this award, Deepak you have made proud.
Reply Retweet Like
Naveen Patnaik 13h
Saddened to learn about the demise of veteran leader & former Chief Minister of Madhya Pradesh, Shri Babulal Gaur. Deep condolences to his family, friends and followers.
Reply Retweet Like
Naveen Patnaik 13h
Congratulations to students of ITI Berhampur for their artistic creation, 70ft guitar from waste materials, entering into Asia Book Records. Happy to see our youth embrace such worthy causes to show their skills and shine on global platforms.
Reply Retweet Like
Naveen Patnaik 17h
Congratulations Indian Hockey Team for their stellar show and thumping 5-0 win over New Zealand in Olympic Test Event final. Wishing the team all the best for future events.
Reply Retweet Like
Naveen Patnaik 17h
Senior citizens enrich our society with their wisdom and experience. On , let us ensure that our elders get all the love and empathy they deserve and make provisions so that they could celebrate their old age and their wisdom is used for bettering society.
Reply Retweet Like
Naveen Patnaik retweeted
Biju Janata Dal Aug 20
Hailing as a "Nutrition Champion", IFPRI has lauded the led State Government for outpacing richer Indian states through its efforts in decentralizing service delivery through self-help groups & ensuring equitable access to interventions for its citizens.
Reply Retweet Like
Naveen Patnaik Aug 20
Remembering former Prime Minister and Bharat Ratna Rajiv Gandhi on his birth anniversary .
Reply Retweet Like
Naveen Patnaik Aug 19
On , my tribute to all personnel and volunteers who rose to the occasion in aid of humanity during natural disasters especially during recent . Let humanity be the greatest driving force for us all.
Reply Retweet Like
Naveen Patnaik Aug 19
My homage to former President of India and legal luminary Shankar Dayal Sharma on his birth anniversary. As a leader, legislator, lawyer & later as Vice President and President of the country, his legacy continues to inspire us all.
Reply Retweet Like
Naveen Patnaik Aug 17
ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଖବରକାଗଜରେ ନିଜ ସ୍ତମ୍ଭ 'ଅପ୍ରସଙ୍ଗ' ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
Reply Retweet Like
Naveen Patnaik Aug 17
କ୍ରୀଡା ଜଗତର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଓଡ଼ିଶାର ତାରକା ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ବିଶ୍ଵର ଏକ ନମ୍ବର ପାରା-ବ୍ୟାଡମିଣ୍ଟନ(ଏସଏଲ-୩ ବର୍ଗ) ଖେଳାଳି ଭାବେ ସୁନାମ ଅର୍ଜନ କରିଥିବା ପ୍ରମୋଦଙ୍କ ଏହି ସଫଳତା ଓଡ଼ିଶାର ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।
Reply Retweet Like
Naveen Patnaik Aug 16
ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଧାୟକ ଭାବେ ବାଲିଗୁଡା ଅଞ୍ଚଳର ବିକାଶ ପାଇଁ ସେ କରିଥିବା ଉଦ୍ୟମ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
Reply Retweet Like
Naveen Patnaik Aug 15
ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ। ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଭଉଣୀମାନଙ୍କ ଠାରୁ ରାଖୀ ବାନ୍ଧି ମୁଁ ଅତ୍ୟନ୍ତ ଆନନ୍ଦିତ। ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି।
Reply Retweet Like
Naveen Patnaik Aug 15
Replying to @Naveen_Odisha
ମୋର ବିଶ୍ଵାସ, ଆମର ଏହି କାର୍ଯ୍ୟକ୍ରମ ସରକାର ଓ ଲୋକଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବ। ସାଧାରଣ ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ। ଆସନ୍ତୁ, ଲୋକଙ୍କ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ ଓ ଏକ ନୂଆ ଓଡ଼ିଶା ଗଢିବା ପାଇଁ ସମସ୍ତେ ମିଳିମିଶି କାମ କରିଚାଲିବା।
Reply Retweet Like
Naveen Patnaik Aug 15
Replying to @Naveen_Odisha
ଓଡ଼ିଶାର ସବୁ ଗାଁକୁ ବିଜୁଳି ପହଞ୍ଚିଥିବା ବେଳେଯଦି ଆପଣଙ୍କ ଘରକୁ ବିଜୁଳି ସଂଯୋଗ ହୋଇ ନାହିଁ ତେବେ ଆପଣ ଏନେଇ ପଞ୍ଚାୟତରେ ଆବେଦନ କରନ୍ତୁ। ଆପଣଙ୍କ ଘରକୁ ୪୮ ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ।
Reply Retweet Like
Naveen Patnaik Aug 15
Replying to @Naveen_Odisha
ଥାନାରେ ଆପଣଙ୍କ ଅଭିଯୋଗକୁ କିପରି ଗୁରୁତ୍ଵ ଦିଆଗଲା, ଡାକ୍ତରଖାନାରେ ଆପଣମାନେ କିପରି ସେବା ପାଇଲେ, ସେ କଥା ବୁଝିବି। ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ମନ୍ତ୍ରୀମାନେ, ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆପଣଙ୍କୁ ଫୋନ କରି ମିଳୁଥିବା ସୁବିଧା ବିଷୟରେ ବୁଝିବେ।
Reply Retweet Like
Naveen Patnaik Aug 15
ସାଧାରଣ ଲୋକ ଆମର କେନ୍ଦ୍ରବିନ୍ଦୁ। ଲୋକଙ୍କ ସେବା ପାଇଁ ହିଁ ସରକାର। ପ୍ରଶାସନକୁ ଉତ୍ତରଦାୟୀ ଓ ଦାୟିତ୍ଵଶୀଳ କରିବା ପାଇଁ କାର୍ଯ୍ୟକାରୀ କରିଥିବା 5T ମନ୍ତ୍ରରେ ଗାନ୍ଧୀ ଜୟନ୍ତୀ ଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ମୁଁ ନିଜେ ଫୋନ କରି ସରକାରୀ ସୁବିଧାର ଅନୁଭବ ବିଷୟରେ ଆପଣମାନଙ୍କ ଠାରୁ ପଚାରି ବୁଝିବି।
Reply Retweet Like
Naveen Patnaik Aug 15
ଅବସରରେ ନବୀନ ନିବାସ ଠାରେ ପତାକା ଉତ୍ତୋଳନ ସହ କୁନିକୁନି ପିଲାମାନଙ୍କ ସହ ସମୟ ବିତାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ପିଲାମାନେ ହିଁ ଆଗାମୀ କାଲିର ଭବିଷ୍ୟତ। ସେମାନଙ୍କ ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତ ସହ ଏକ ସୁରକ୍ଷିତ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ କରିବା ଆମ ସମସ୍ତଙ୍କ ଉତ୍ତରଦାୟିତ୍ଵ ହେଉ।
Reply Retweet Like
Naveen Patnaik Aug 14
ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ରାଜ୍ୟ ତଥା ଦେଶକୁ ଶାନ୍ତି ଓ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ଆସନ୍ତୁ ସଙ୍କଳ୍ପବଦ୍ଧ ହେବା। Greetings to all on . Homage to our great freedom fighters who fought & sacrificed their lives for India’s freedom.
Reply Retweet Like