Twitter | Search | |
Mousumi Mohanty
Senior Reporter ( Kanak News ) views are my personal.. Student Of IIMC ,Dhenkanal
420
Tweets
432
Following
849
Followers
Tweets
Mousumi Mohanty 5h
ଖାଉଟି ମନ୍ତ୍ରୀଙ୍କୁ ପିଆଜ ଡର ପିଆଜ ଦର କେବେ କମିବ ମନ୍ତ୍ରୀ କହିପାରୁନାହାନ୍ତି ଆଉ ଏପଟେ ଲୋକଙ୍କ ଆକ୍ରୋଶ ଡରରେ ମନ୍ତ୍ରୀଙ୍କ ଘର ଆଗରେ ଆଉ ଭିତରେ ପୋଲିସ ଛାଉଣୀ
Reply Retweet Like
Mousumi Mohanty 23h
ENCOUNTER,Special Show Today at 8.30pm By ENCOUNTER Specialist Must Watch....👌
Reply Retweet Like
Mousumi Mohanty Dec 5
ବହୁତ ଦିନ ପରେ ଆମ ଦେଶରେ ବହୁତ ଜଳଦି ନ୍ୟାୟ ମିଳିଲା👍👍👍 ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗ୍ୟାଙ୍ଗରେପ କରିଥିବା ଚାରିଜଣ ଦୋଷୀ ପୋଲିସ ଗୁଳିରେ ମୃତ
Reply Retweet Like
Mousumi Mohanty Dec 5
Replying to @Bhabanikanak
ମଦ ପିଇବା ଲୋକଙ୍କୁ ନୁହଁ ମଦୁଆ କୁ ଘୃଣା କରାଯାଏ
Reply Retweet Like
Mousumi Mohanty Dec 4
ଆଜି ରାତି ଆଠ ଟା ତିରିଶ ରେ ଦେଖନ୍ତୁ ସ୍ପେଶାଲ ରିପୋର୍ଟ ହୋସ ଉଡ଼ାଉଛି ପିଆଜ🌰🌰🌰🌰
Reply Retweet Like
Mousumi Mohanty Dec 3
ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଲାଗୁଥାଇ💗💗💗
Reply Retweet Like
Mousumi Mohanty Dec 2
ଆମ ଗଳି ଜିନ୍ଦାବାଦ, କେହି ଧରିପାରିବେନି ସହଜରେ
Reply Retweet Like
Mousumi Mohanty Dec 2
ରାଜରାସ୍ତାରେ କଂଗ୍ରେସ ନେତାଙ୍କ ପିଆଜ ବିକ୍ରି କେଜି ପ୍ରତି ଚାଳିଶି ଟଙ୍କା
Reply Retweet Like
Mousumi Mohanty Dec 2
ହୁ♨️ହୁ ହେଇ ବଢି ଶହେ ଛୁଇଁଛି ପିଆଜ ଦର ଅନ୍ୟପଟେ ମାଷ୍ଟରକ୍ୟାଟିନ ଛକରେ ପିଆଜ କେଜି ଚାଳିଶି ରେ କଂଗ୍ରେସ ନେତାଙ୍କ ପିଆଜ ବିକ୍ରି🌰🌰
Reply Retweet Like
Mousumi Mohanty Dec 1
Replying to @iamrakeshoo7
ଆପଣ କାହାକୁ ଇଙ୍ଗିତ କରିକି କହୁଛନ୍ତି ଜଳୁଛି ବୋଲି
Reply Retweet Like
Mousumi Mohanty Dec 1
Replying to @Bhabanikanak
ଆପଣଙ୍କ ଝିଅ ଆପଣଙ୍କ ଭଳି ଚାଲାକ,ବୁଦ୍ଧିମାନ ବି ବହୁତ ଭଲ ଭାବେ ଆଙ୍କିକି msg ଦେଇଛି
Reply Retweet Like
Mousumi Mohanty Dec 1
ଆଜିର ସମାଜରେ କିଛି ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ପ୍ରତିଟି ଝିଅ,ତରଫରୁ ଏହା ଉଚିତ ଜବାବ Drawing By Dudu(Daughter of a Proud Father)
Reply Retweet Like
Mousumi Mohanty Nov 30
Replying to @Bhabanikanak
କହିଲେ ତା ବଦଳରେ କଣ ମିଳିବ
Reply Retweet Like
Mousumi Mohanty Nov 30
ଆପଣ ମୋ କଥାର ଅର୍ଥ ଭୁଲ ବୁଝିଲେ
Reply Retweet Like
Mousumi Mohanty Nov 30
କେତେ ବଡ଼ ମୂର୍ଖ ବହି ଉପରେ ଚଢିକି ଫୋଟୁ ଉଠା ସେଥିପାଇଁ କିଛି ହିରୋଇନ ଓ ମଡେଲ ମାନଙ୍କର ବୁଦ୍ଧି କମ🤦🤦🤦🤦
Reply Retweet Like
Mousumi Mohanty Nov 28
ଅଧିଵେଶନ ଅଧାରୁ ଵନ୍ଦ କରିବା ଅଗଣତାନ୍ତ୍ରିକ। ଵହୁ ଜ୍ବଳନ୍ତ ସମସ୍ୟା ଥିଵା ଵେଳେ ଏଥିରୁ ଏଡାଇଯିଵା ସରକାରଙ୍କ ଏହା ଅପାରଗତା ଓ ସ୍ଥାଣୁତାର ପରିଚୟ। ସଂସ୍କୃତିମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ ସରକାର କେଉଁ ଆଧାରରେ କ୍ଲିନଚିଟ ଦେଲେ ଵୁଝାପଡୁନି।ସଂସ୍କୃତିମନ୍ତ୍ରୀ ନୈତିକତା ଆଧାରରେ ଇସ୍ତଫା ଦିଅନ୍ତୁ। ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା
Reply Retweet Like
Mousumi Mohanty Nov 28
Replying to @MousumiMohanty2
Credit-ସତରୁପା
Reply Retweet Like
Mousumi Mohanty Nov 28
ରାୟଗଡା ଓ ଗଜପତି ଜିଲ୍ଲାରେ ରହୁଥିବା ଜନଜାତିଙ୍କ କଳା।କେତେ ସୁନ୍ଦର ଭାବେ ଆଦିବାସୀ ଲୋକକଥା ଓ ପରମ୍ପରାକୁ ଆଙ୍କି ଦେଉଛନ୍ତି ଚିତ୍ରଶିଳ୍ପୀ
Reply Retweet Like
Mousumi Mohanty Nov 28
ପ୍ରଥମେ ନିୟମକୁ ଧରି ଲୋକଙ୍କୁ ଗୋଡେଇଲେ! ତା ପରେ ପୁଳାଏ ଟଙ୍କା ଜୋରିମାନା ନେଲା ପରେ ତିନି ମାସ ଘୁଂଚେଇ ଦେଲେ🤷 ତା ପରେ ପୁଣି ତିନି ମାସ ଘୁଂଚିଲା🤦 ହେ..ହେ.. ଲଜ୍ୟା .. ଆଙ୍କ କଥା ବାର୍ତା ଠିକ ନାହିଁ ଆଉ🙄🙄🙄🙄
Reply Retweet Like
Mousumi Mohanty Nov 28
ନିସ୍ତାର ମିଳିଲା ତିନି ମାସ ବଢ଼ିଲା ଟ୍ରାଫିକ ନିୟମ କୋହଳ ସମୟସୀମା.ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଲେ
Reply Retweet Like