Twitter | Search | |
BIJU MAHILA JANATA DAL (ODISHA)
ବିଜୁ ମହିଳା ଜନତା ଦଳ , ଓଡିଶା
2,428
Tweets
146
Following
1,069
Followers
Tweets
BIJU MAHILA JANATA DAL (ODISHA) retweeted
ActionAid India 8h
With support from Zomato , 146 affected families from vulnerable communities in Delang block of Odisha's coastal district Puri received ration kits, blankets and water container as part of our emergency response programme.
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK 9h
Reply Retweet Like
BIJU MAHILA JANATA DAL (ODISHA) retweeted
Invest Odisha 10h
To optimize the construction of industries, Odisha’s water department has introduced reforms for the temporary allocation of water. To know more about these reforms visit:
Reply Retweet Like
BIJU MAHILA JANATA DAL (ODISHA) Dec 7
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 7
Reply Retweet Like
BIJU MAHILA JANATA DAL (ODISHA) retweeted
Sulochana Das Dec 6
Mission Shakti Mela organised by Directorate of Mission Shakti was inaugurated at IDCO Exhibition Ground in Bhubaneswar on Dec. 5. It is open from 1 am to 9 pm, and will continue till Dec. 16. Mela highlights: 30 districts, 262 WSHGs, more than 200 products.
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 6
Reply Retweet Like
BIJU MAHILA JANATA DAL (ODISHA) retweeted
Biju Janata Dal Dec 4
ଯାଜପୁରରେ ସ୍ଵତନ୍ତ୍ର ରେଲୱେ ଡିଭିଜନ ପ୍ରତିଷ୍ଠା କରିବା ପାଇଁ ସାଂସଦ ଲୋକସଭାରେ ଦାବି କରିଛନ୍ତି। ଖଣିଜ ସମୃଦ୍ଧ ଯାଜପୁର ଜିଲ୍ଲା ଦେଶର ଅନ୍ୟତମ ଶ୍ରେଷ୍ଠ ଶିଳ୍ପ କ୍ଷେତ୍ର ହୋଇଥିବା ବେଳେ ଏଠାରେ ପର୍ଯ୍ୟଟନର ମଧ୍ୟ ପ୍ରଚୁର ସମ୍ଭାବନା କରିଛି। ତେଣୁ ନୂଆ ରେଲୱେ ଡିଭିଜନ ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି।
Reply Retweet Like
BIJU MAHILA JANATA DAL (ODISHA) retweeted
Sujit Bisoyi Dec 3
BJD appoints district returning officers (DRO) to conduct the triennial organisational poll of the party
Reply Retweet Like
BIJU MAHILA JANATA DAL (ODISHA) Dec 3
ପୁରୀ ଗଣ ଦୁଷ୍କର୍ମ ଘଟଣା ଏକ ସମ୍ବେଦନଶୀଳ ଘଟଣା । ଏହା ଉପରେ ରାଜନୀତି କରା ନଯାଉ ଏବଂ ରାଜ୍ୟ ସରକାର ଖୁବ ଶୀଘ୍ର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି , ରାଜ୍ୟ ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଅବଗତ କରାଇଛନ୍ତି ।
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 3
ବିରୁହାଁ ଗ୍ରାମ ପଞ୍ଚାୟତର ବିଭିର୍ଣ୍ଣ ୱାର୍ଡର ଜନସାଧାରଣଙ୍କୁ ଭେଟିଲି । ଏହି ଅବସରରେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେଲି ଏବଂ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସମ୍ପର୍କରେ ଜନସାଧାରଣଙ୍କ ଠାରୁ ସେମାନଙ୍କ ମତାମତ ସଂଗ୍ରହ କଲି ।
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 3
ଦଶରଥପୁର ବ୍ଲକ ବାଁଆରା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଭିର୍ଣ୍ଣ ଆନୁସଙ୍ଗିକ ପ୍ରସଙ୍ଗରେ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତ ଭାବ ଆଦାନ ପ୍ରଦାନରେ ବହୁତ ଖୁସି ଅନୁଭବ କଲି
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 2
ଚିକଣା ଗ୍ରାମପଞ୍ଚାୟତର ଶାସନପଡା ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରଯାଇଅଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ପରେ ଏହା ସ୍ଥାନୀୟ ଜନ ସାଧାରଣଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇବାରେ ସାହାଯ୍ୟ କରିବ ।
Reply Retweet Like
BIJU MAHILA JANATA DAL (ODISHA) Dec 2
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 1
ଉତ୍ତରକୂଳ ଗ୍ରାମପଞ୍ଚାୟତ ବରେଇ ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଅଛି ।ନିକଟ ଭବିଷ୍ୟତରେ ଏହି ପ୍ରକଳ୍ପଟି ସ୍ଥାନୀୟ ଜନ ସାଧାରଣଙ୍କ ପାନୀୟ ଜଳର ଆବଶ୍ୟକତାକୁ ଶତ ପ୍ରତିଶତ ପୂରଣ କରିପାରିବ ।
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Dec 1
ଉତ୍ତରକୂଳ ଗ୍ରାମପଞ୍ଚାୟତ ସୁନ୍ଦରପୁର ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲାପରେ ସ୍ଥାନୀୟ ଜନ ସାଧାରଣଙ୍କ ପାନୀୟ ଜଳର ଆବଶ୍ୟକତାକୁ ଶତ ପ୍ରତିଶତ ପୂରଣ କରିପାରିବ ।
Reply Retweet Like
BIJU MAHILA JANATA DAL (ODISHA) retweeted
BIJU KRUSHAK JANATA DAL (ODISHA) Dec 1
Reply Retweet Like
BIJU MAHILA JANATA DAL (ODISHA) Dec 1
Reply Retweet Like
BIJU MAHILA JANATA DAL (ODISHA) Dec 1
କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ଉଦ୍‌ଘାଟନ କଲେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ । ଉତ୍ସବରେ ରାଜ୍ୟ ଯୁବ ଓ କ୍ରୀଡା ମନ୍ତ୍ରୀ ଶ୍ରୀଯୁକ୍ତ ଓ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ
Reply Retweet Like
BIJU MAHILA JANATA DAL (ODISHA) retweeted
PRAMILA MALLIK Nov 29
Reply Retweet Like